ଏନ୍‌ଡିଏକୁ ୨୫ ବର୍ଷ : କୌଣସି ମେଣ୍ଟ ଏତେଦିନ ତିଷ୍ଠିନି-ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଜାତୀୟ ଗଣତାନ୍ତ୍ରିକ ସାମ୍ମୁଖ୍ୟ (ଏନ୍‌ଡିଏ) ଗଠନ ହେବାର ଏଥିମଧ୍ୟରେ ୨୫ ବର୍ଷ ପୂରିଛି। ୧୯୯୮ ମସିହା ମେ ୧୫ ତାରିଖରେ ଏହି ମେଣ୍ଟ ଗଠନ ହୋଇଥିଲା। ଗତକାଲି ବିଜେପି ନେତୃତ୍ବାଧୀନ ରାଜ୍ୟଗୁଡ଼ିକର ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀମାନଙ୍କର ଛଅଘଣ୍ଟା ବ୍ୟାପୀ ଅନୁଷ୍ଠିତ ଏକ ବୈଠକରେ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଦେଶରେ ଆଜି ପର୍ଯ୍ୟନ୍ତ ଅନ୍ୟ କୌଣସି ରାଜନୈତିକ ମେଣ୍ଟ ଏତେଦିନ ଯାଏ ତିଷ୍ଠିପାରି ନାହିଁ। ଆଞ୍ଚଳିକ ଆଶା-ଆକାଂକ୍ଷା … Continue reading ଏନ୍‌ଡିଏକୁ ୨୫ ବର୍ଷ : କୌଣସି ମେଣ୍ଟ ଏତେଦିନ ତିଷ୍ଠିନି-ପ୍ରଧାନମନ୍ତ୍ରୀ